ଓଡ଼ିଶା ଲୋକସଭା ଆସନ: କିଏ ଆଗରେ କିଏ ପଛରେ…
ଓଏଲ୍ ବ୍ୟୁରୋ: ୨୦୨୪ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଓଡ଼ିଶାରେ ବିଜେପି ଆଗରେ ରହିଛି। ତାପଛକୁ ଶାସକ ଦଳ ବିଜୁ ଜନତା ଦଳ ରହିଛି। ଯଦି ଲୋକସଭା ନିର୍ବାଚନ ଫଳାଫଳକୁ ନଜରରେ ରଖିବା ତେବେ ଓଡ଼ିଶା ଲୋକସଭାରେ ମୋଟ ୨୧ଟି ସିଟ ରହିଛି। ସେଥିମଧ୍ୟରୁ…