ଓଡ଼ିଶା ମୋ ପରିବାର ପକ୍ଷରୁ ହେଲ୍ପ…
ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଜେଇଇ ମେନ୍ ପରୀକ୍ଷା। ସେପ୍ଟେମ୍ବର ୧ ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପରୀକ୍ଷା। ଭୟଙ୍କର ବନ୍ୟା ପରିସ୍ଥିତି ଏବଂ କରୋନା ମହାମାରୀ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାର୍ଥୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପରୀକ୍ଷାସ୍ଥଳରେ ପହଞ୍ଚିବାରେ ବିଭିନ୍ନ ପ୍ରକାର…