Odisha Link
Bridging the Missing Links in Odisha
Browsing Tag

Odisha News

ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି,…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନାତ ପାର୍ଟି। ଆସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସମତେ ମନ୍ତ୍ରୀ ମାନେ ଶପଥ ନେବେ। ଏଥିପାଇଁ ଜନତା ମଇଦାନରେ ପ୍ରସ୍ତୁତି ଜୋରଦାର ଚାଲିଛି। ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ? ତାକୁ ନେଇ ଏବେ ବି ଲାଗି ରହିଛି…

ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ନିଲମ୍ବନ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ ଚାଲିଥିବା ବେଳେ ମଙ୍ଗଳବାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେଙ୍କୁ ନିଲମ୍ବିତ କରିଥିଲେ ଭାରତୀୟ ନିର୍ବାଚନ କମିଶନ। ଚାକିରିରୁ ନିଲମ୍ବନ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍। କହିଛନ୍ତି ଏହା…

୧୦ ବର୍ଷରେ ବନ୍ଦ ହେଲାଣି ୭୪୭୮ଟି ସ୍କୁଲ,…

ଓଏଲ୍‌ ବ୍ୟୁରୋ: ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଏସବୁ ମଧ୍ୟରେ ଏଭଳି ଏକ ଖବର ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ସ୍କୁଲ ବନ୍ଦ କରିବାରେ ଲାଗିଛନ୍ତି। ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ ୭୪୭୮ଟି ସରକାରୀ ସ୍କୁଲକୁ…

‘ମୋ ଦଳ’ର ବିକ୍ଷୋଭ…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ହେଲେ ଏହା ପୂର୍ବରୁ ବିଧାନସଭା ସମ୍ମୁଖ ପାଲଟିଲା ରଣକ୍ଷାତ୍ର। ବିଭିନ୍ନ ନାରାବାଜି ଦେଇ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଥିଲେ 'ମୋ ଦଳ'ର ନେତାମାନେ। 'ମୋ ଦଳ'ର ନେତା ଅକ୍ଷୟ କୁମାରଙ୍କ ନେତୃତ୍ବରେ…

ସାଙ୍ଗଠନିକ ପୁନର୍ଗଠନକୁ କଂଗ୍ରେସର…

ଓଏଲ୍‌ ବ୍ୟୁରୋ: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ ଆରମ୍ଭ କରିଛି ସ୍ବତନ୍ତ୍ର ରଣନୀତି। ରାଜ୍ୟରେ ଶାସକ ଦଳ ଥିବା ବିଜୁ ଜନତା ଦଳ ଓ ବିଜେପିକୁ ଟକ୍କର ଦେବା ପାଇଁ କଂଗ୍ରେସ ଆରମ୍ଭ କରିଛି ଅଙ୍କକଷା। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା କଂଗ୍ରେସ ନିଜର ସାଙ୍ଗଠନିକ…

ପଦ୍ମପୁର ଉପନିର୍ବାଚନ: ଭୋଟ ଦେଲେ ବର୍ଷା

ଓଏଲ୍‌ ବ୍ୟୁରୋ: ନେତା ବାଛୁଛନ୍ତି ପଦ୍ମପୁର ଜନତା। ସକାଳ ୭ଟାରୁ ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ଏହା ଅପରାହ୍ଣ ୪ଟା ଯାଏ ଚାଲିବ। ଆଜି ସକାଳୁ ଭୋଟଗ୍ରହଣ କେନ୍ଦ୍ରରେ ମକ୍‌ ପୋଲ୍ କରାଯାଇଥିଲା। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ମଧ୍ୟ…

ଦୁର୍ବଳ ହେଲା ଭୀଷଣ ବାତ୍ୟା ’ଅସାନି’

ଭୁବନେଶ୍ବର: ଦୁର୍ବଳ ହେଲା ଭୀଷଣ ବାତ୍ୟା ’ଅସାନି’ । ବାତ୍ୟା ଅସାନି ପ୍ରଭାବରେ ଏବେଠାରୁ କିଛି ସ୍ଥାନରେ ବର୍ଷା ହେବାରେ ଲାଗିଛି । ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ । ଗତ ୬ ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ…

୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଓଏଲ୍‌ ବ୍ୟୁରୋ: ଆଜି ପୌର ନିର୍ବାଚନ। ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୋଟ୍‌ ୧୦୯ଟି ସହରାଞ୍ଚଳରେ ଥିବା ୪,୩୭୩ଟି ବୁଥରେ ୪୦.୫୫ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଉ ମାତ୍ର କିଛି ସମୟର ଅପେକ୍ଷା ପରେ ଆରମ୍ଭ ହେବ ମତଦାନ ପ୍ରକ୍ରିୟା।…

ରାଜଧାନୀରେ ରକ୍ତର ଛିଟା

ଓଏଲ୍‌ ବ୍ୟୁରୋ: ରଙ୍ଗର ପର୍ବ ହୋଲିରେ ରାଜଧାନୀ ଭୁବନେଶ୍ବରରେ ଲାଗିଲା ରକ୍ତର ଛିଟା। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଆକ୍ରମଣରେ ଗ୍ୟାରେଜ ମାଲିକ ହାପି ଓ ତାର ସହଯୋଗୀ ଆହତ ହୋଇଥିବା ସୂଚନା। ଆହତ ଯୁବକମାନେ ହେଲେ ଭୁବନେଶ୍ବର ସୁନ୍ଦରପଦା କପିଳ ପ୍ରସାଦ…

ଘରେ ପଶିଲେ ଗୁଳି ଚଳାଇଲେ: ସ୍ବାମୀ ମୃତ,…

ଓଏଲ୍‌ ବ୍ୟୁରୋ: ଗୁଳିକାଣ୍ଡରେ ଚାଲିଗଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁରର ରାଜଗଡ଼ରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଭ ଅରବିନ୍ଦ ମିଶ୍ର ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…