Odisha Link
Bridging the Missing Links in Odisha
Browsing Tag

Odisha Politics

କୁଆଡ଼େ ଗଲେ ଅପରାଜିତା ? ଟ୍ବିଟ୍‌ କରି…

ଓଏଲ୍‌ ବ୍ୟୁରୋ: ଆଜିଠୁ ଓଡ଼ିଶାରେ ଆରମ୍ଭ ହୋଇଛି 'ମୋହନ' ଯୁଗ। ମୋହନ ମାଝୀ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ…

ବିଜେଡି ଛାଡ଼ି ବିଜେପିରେ ପ୍ରସନ୍ନ…

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ। ବାହାରି ସାରିଛି ଫଳାଫଳ। ହେଲେ ଏବେ ବି ଚାଲିଛି ଦଳ ଡିଆଁ ପର୍ବ। ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତ ହେଉଥିବା ବେଳେ ଆଜି ପଦ୍ମ ଶିବିରେ ଯୋଗ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ୫ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀରେ ସେ…

ବିଜେଡିର ପରାଜୟ ପରେ ନବୀନଙ୍କ ପ୍ରଥମ…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷ ପରେ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନରେ ହାରିଛି। ବିଜେପି ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ନିର୍ବାଚନ ଫଳାଫଳରେ ବିଜେଡି ହାରିବା ପରେ ଆଜି ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ସାଢ଼େ ୪ କୋଟି…

ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଅନ୍ତ ହୋଇଛି ୨୪ ବର୍ଷର ନବୀନ ଶାସନ। ୧୦ ତାରିଖରୁ ଆରମ୍ଭ ହେବ ନୂଆ ଶାସନ। ବିଜେଡି ସରକାର ଗାଦିଚ୍ୟୁତ ହୋଇ ସାରିଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ଭି କାର୍ତ୍ତିକ ପାଣ୍ଡିଆନ ଅଡ଼ୁଆରେ। କାରଣ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦିଲ୍ଲୀରେ ଥିବା ପ୍ରବର୍ତ୍ତନ…

ଓଡ଼ିଶା ରାଜନୈତିକ ଇତିହାସରେ ବଡ଼ ଓଲଟପାଲଟ

ଓଏଲ୍‌ ବ୍ୟୁରୋ: ଖୋଲିଲା ଇଭିଏମ୍‌ ପେଡି। ଗୋଟିଏ ପରେ ଗୋଟିଏ ଆସନର ଫଳାଫଳ ସାମ୍ନାକୁ ଆସୁଛି। ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଓଡ଼ିଶାରେ ଏଥର ରୋଚକ ସ୍ଥିତି ଦେଖିବାକୁ ମିଳିଛି। ୨୫ ବର୍ଷ ପରେ ଓଡ଼ିଶା ରାଜନୀତିରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ୧୪୭ଟି ବିଧାନସଭା ଆସନରେ ଭାରତୀୟ ଜନତା…

ନିର୍ବାଚନ ଫଳାଫଳ ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଗଣତନ୍ତ୍ରର ମହାପର୍ବର ମହା ଫଳାଫଳ ଆସିବ। ଇଭିଏମ୍‌ ଓ ଭିିିଭିପାଟ୍‌ରେ ବନ୍ଦ ହୋଇଥିବା ଜନାଦେଶ ସାମ୍ନାକୁ ଆସିବ। ଆଉ ସ୍ପଷ୍ଟ ହୋଇଯିବ ଯେ ୨୦୨୪ ସିଂହାସନରେ କିଏ ବସିବ। ଫଳାଫଳ ଆସିବା ପୂର୍ବରୁ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପ୍ରତିକ୍ରିୟା…

ଗଣତନ୍ତ୍ରର ମହାପର୍ବରେ ମତଦାନ କଲେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆରମ୍ଭ ହୋଇଛି ଶେଷ ପର୍ଯ୍ୟାୟ ନିର୍ବାଚନ। ବହୁ ପ୍ରତୀକ୍ଷିତ ୪ର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ତେବେ ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସକାଳ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟ୍ ପଡିଛି। ବାଲେଶ୍ବର ଜିଲ୍ଲାରେ ୨୭.୮୪ ପ୍ରତିଶତ,…

ଚାନ୍ଦବାଲିରେ ରାଜନୈତିକ ହିଂସା, ବିଜେପି…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହେଲା ପ୍ରଚାର। ହେଲେ ରାଜ୍ୟରେ ଥମୁନାହିଁ ନିର୍ବାଚନ ହିଂସା। ଆଜି ଚାନ୍ଦବାଲିରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଓ ତାଙ୍କ ସହଯୋଗୀଙ୍କୁ ବିଜେଡି କର୍ମୀ ମାନେ ମରଣାନ୍ତକ ଆକ୍ରମଣ…

ଓଡ଼ିଶା ରାଜନୀତି ଓ ମେ’ ୨୯:…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ମେ’ ମାସ ୨୯ ତାରିଖ। ଏହା ଓଡ଼ିଶାବାସୀ ଓ ରାଜ୍ୟ ରାଜନୀତି ପାଇଁ ଏକ ସ୍ମରଣୀୟ ତାରିଖ। ୨୦୧୨ରେ ପ୍ରଥମେ ଓଡ଼ିଶା ରାଜନୀତିରେ ବାତ୍ୟା ହୋଇଥିଲା। ପରେ ମେ’ ମାସରେ ହିଁ ୩ଟି ବାତ୍ୟା ଦେଖିଛନ୍ତି ଓଡ଼ିଶାବାସୀ। କହିବାକୁ ଗଲେ ମେ’ ୨୯ ତାରିଖ ଓଡ଼ିଶା ରାଜନୀତି ପାଇଁ ମଧ୍ୟ ଅଭୁଲା ଦିନ…

ଇଭିଏମ୍‌ ଭଙ୍ଗା ମାମଲା: ସାମ୍ନାକୁ ଆସିଲା…

ଓଏଲ୍‌ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ୍‌ ଭାଙ୍ଗିବା ମାମଲାରେ ବନ୍ଧା ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଯାହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଏସବୁ ମଧ୍ୟରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ।ଜଗଦ୍ଦେବ କାଉଁରିପାଟଣା ବୁଥରେ ଭୋଟ ଦେଉଥିବା ବେଳର…