ବୈଜୟନ୍ତ ପଣ୍ଡାଙ୍କ କୁଶପୁତଳିକା ଦାହ
ଭୁବନେଶ୍ବର: ଗତ ଦୁଇ ଦିନ ପୂର୍ବେ ଅର୍ଥାତ ୧୭ ଅକ୍ଟୋବର ଦିନ ବୈଜୟନ୍ତ ପଣ୍ଡା ଏକ ଟ୍ୱିଟ କରିଥିଲେ ଯେଉଁଥିରେ ସେ ପବିତ୍ର ଓଡିଶା ମାଟିକୁ ଚିରଶତ୍ରୁ ପାକିସ୍ତାନ ସହ ତୁଳନା କରିଥିଲେ ଯାହା ସାଢେ ୪ କୋଟି ଓଡ଼ିଆଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି ।
ଯାହାକୁ ଓଡ଼ିଶାବାସୀ ତୀବ୍ର ନିନ୍ଦା ମଧ୍ୟ…