Odisha Link
Bridging the Missing Links in Odisha
Browsing Tag

ODISHA TOURISM

ପର୍ଯଟନ କ୍ଷେତ୍ରର ହେବ ବିକାଶ: ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ଓଡିଶା ପର୍ଯ୍ୟଟନରେ ସୃଷ୍ଟି ହେବ ନୂଆ ଅଧ୍ୟାୟ । ଓଡିଶାକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଓଡିଶାର ଆଇକନିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ । ପ୍ରାକୃତିକ ପର୍ଯଟନ କ୍ଷେତ୍ର ବିକାଶ ପାଇଁ ଓଡିଶା ଆସିବେ ବିଦେଶୀ ନିବେଶବ । ଭିତ୍ତିଭୂମି କ’ଣ ରହିଛି ଏନେଇ ଲଣ୍ଡନରେ ଉପସ୍ଥାପନ…

ୟୁକେସ୍ଥିତ ଭାରତୀୟ ହାଇ-କମିଶନରଙ୍କୁ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ବିକଶିତ କରିବା ଦିଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ୟୁନାଇଟେଡ୍‌ କିଙ୍ଗଡ଼ମ୍‌ ଗସ୍ତ କରିଛନ୍ତି । ଏହି କ୍ରମରେ ୟୁନାଇଟେଡ୍‌ କିଙ୍ଗଡମ୍‌ରେ ଅବସ୍ଥିତ ଭାରତୀୟ ହାଇ-କମିଶନର ବିକ୍ରମ ଦୋରାଇସ୍ୱାମୀଙ୍କୁ…

ଜାନୁଆରୀ ୮ରୁ ଅନ୍ତର୍ଜାତୀୟ ଚିଲିକା…

ପୁରୀ: ପକ୍ଷୀ ପ୍ରେମୀଙ୍କ ପାଇଁ ଖୁସି ଖବର। ଜାନୁଆରୀ ୮ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା। ଏହି ଚିଲିକା ପକ୍ଷୀ ମେଳା ଜାନୁଆରୀ ୧୦ ଯାଏଁ ଚାଲିବ। ଏହି ମେଳାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ। ଜଙ୍ଗଲ ଓ ପରିବେଶ…

କାଲିଠୁ ଇକୋ-ରିଟ୍ରିଟ୍, ଭାରତ ବନ୍ଦ…

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍। ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ନୂଆ ବୋହୂ ଭଳି ସଜେଇ ହୋଇଛି ୫ ପର୍ଯ୍ୟଟନସ୍ଥଳ। ଆଜିଠୁ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବାକୁ ଥିବା ବେଳେଭାରତ ବନ୍ଦ ପାଇଁ ଆସନ୍ତାକାଲି ୯ ତାରିଖରେ ଏହାକୁ ଉଦ୍‌ଘାଟନ କରାଯିବ। ଏନେଇ ପର୍ଯ୍ୟଟନ ନିର୍ଦ୍ଦେଶକ…

ଇକୋ ରିଟ୍ରିଟ୍‌ ଲୋଗୋ ଉନ୍ମୋଚନ ଓ ବୁକିଂ…

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ଇକୋ ରିଟ୍ରିଟ୍‌ ପାଇଁ ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା ପର୍ଯ୍ୟଟନ କୋଣାର୍କରେ ସାମୁଦ୍ରିକ ଡ୍ରାଇଭରେ ଏହାର ପ୍ରଥମ ଇକୋ ରିଟ୍ରିଟ୍‌ କରିଥିଲା। ମାତ୍ର ଚଳିତବର୍ଷ ରାଜ୍ୟର ୫ଟି…

ଡିସେମ୍ବର ପହିଲାରୁ ଦ୍ଵିତୀୟ ଇକୋ…

ପୁରୀ: ଶୀତ ଦିନ ଆସିବା ସହ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍। ଚଳିତ ବର୍ଷ ରାମଚଣ୍ଡୀଠାରେ ଆରମ୍ଭ ହେବ ଦ୍ଵିତୀୟ ଇକୋ ରିଟ୍ରିଟ୍‌। ରାମଚଣ୍ଡୀର କୁଶଭଦ୍ରା ନଦୀ ମୁହାଣ ନିକଟରେ ଏହି ରିଟ୍ରିଟ୍‌ ହେବ। ପର୍ଯ୍ୟଟକଙ୍କ ପାଇଁ ୩ ମାସ ଧରି ଚାଲିବାକୁ…

ଜଳ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ଓ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଜଳ ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଆଣିବା ନିମନ୍ତେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ବୈଷୟିକ ସହଯୋଗ ପାଇଁ ଗତକାଲି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଆଜିଠାରୁ ଆରମ୍ଭ ହେବ ପର୍ଯ୍ୟଟନ…

କୋଣାର୍କ: ଚନ୍ଦ୍ରଭାଗା ଇକୋ-ରିଟ୍ରିଟରେ ଆଜିଠୁ ଆରମ୍ଭ ହେବ ପର୍ଯ୍ୟଟନ ମହାସମ୍ମିଳନୀ। ଏହି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ଯୋଗଦେବେ। ସମ୍ମିଳନୀରେ ଦେଶ ତଥା ଓଡ଼ିଶାର ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଆଲୋଚନା ହେବା ସହ ଓଡ଼ିଶାର ପର୍ଯ୍ୟଟନ କୁ ଦେଶର ସମସ୍ତ ପର୍ଯ୍ୟଟନ…

ପର୍ଯ୍ୟଟନ ବିଭାଗ ପକ୍ଷରୁ ଗାଇଡଲାଇନ

ଭୁବନେଶ୍ବର: ଏବେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପ୍ରବଳ ଭିଡ଼ ଜମୁଛି ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କେତେକ ସ୍ଥାନରେ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଚିହ୍ନଟ ହୋଇଥିବା ସ୍ଥାନରେ ଭୋଜିଭାତ କରି ହେବ। ହେଲେ ମଦ୍ୟପାନ କରିପାରିବେ ନାହିଁ। ନିଶାଦ୍ରବ୍ୟ ସେବନ ଉପରେ ବି କଟକଣା ଜାରି ହୋଇଛି।…

ଆଜି ଉଦ୍ଘାଟିତ ହେବ ମେରାଇନ୍ ଡ୍ରାଇଭ୍…

ପୁରୀ: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଟିକେ ନିଆରା ଢଙ୍ଗରେ ଉପସ୍ଥାପନ କରିବା ପାଇଁ ଦୀର୍ଘ ୪୯ ଦିନ ଧରି କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟବର୍ତୀ ରାମଚଣ୍ଡୀ ବେଳାଭୂମିରେ ଚାଲିବ ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’ ଉତ୍ସବ । ଆଜି ଆନୁଷ୍ଠାନିକ ଭାବେ ଏହି ଉତ୍ସବର ଶୁଭଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ…