Odisha Link
Bridging the Missing Links in Odisha
Browsing Tag

ODISHA TOURISM

କୋଣାର୍କ ଉତ୍ସବ ଦ୍ବିତୀୟ ସଂଧ୍ୟା: ମନ…

କୋଣାର୍କ: ଅର୍କକ୍ଷେତ୍ର କୋଣାର୍କର ସୂର୍ଯ୍ୟମନ୍ଦିର ପାଦଦେଶରେ ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟା ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟନୃତ୍ୟରେ ପ୍ରଦର୍ଶିତ କରିଥିଲା। ସୁଦୃଶ୍ୟ ଆଲୋକସଜ୍ଜା ଓ ଭରପୁର ଦର୍ଶକ ଗ୍ୟାଲେରୀ ମଧ୍ୟସ୍ଥ ମୁକ୍ତାକାଶ ମଞ୍ଚରୁ ଓଡିଶୀ…

ଏହି ଫଟୋ ଟ୍ବିଟ୍‌ କଲେ ନବୀନ, ଏମିତି…

ଭୁବନେଶ୍ବର: ଚଳିତ ଡିସେମ୍ବର ମାସ ୧ ତାରିଖ ସକାଳେ ଏହି ସୁନ୍ଦର ଫଟୋଟି ନିଜ ଟ୍ବିଟର ହାଣ୍ଡଲ୍‌ରେ ପୋଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସୁନ୍ଦର ରାସ୍ତାର ଫଟୋ ସହ ନବୀନ ଲେଖିଥିଲେ- ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’। ଏ ଆଖିଝଲସା ରାସ୍ତା ଆଦୌ ଅଜଣା…

ଓଡ଼ିଶା ପର୍ଯ୍ୟଟନ ଆନୁକୂଲ୍ୟରେ ବିଶ୍ୱ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଉତ୍ସାହ ଉଦ୍ଦୀପନାର ସହିତ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି । ସକାଳେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ସବୁଜ ପତାକା ଦେଖାଇ ପର୍ଯ୍ୟଟନ ପଦଯାତ୍ରାର ଶୁଭାରମ୍ଭ…

ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ୍‌…

ଭୁବନେଶ୍ବର :ଜଣେ ପରିଚିତ ଚେହେରା ହୋଇପାରନ୍ତି ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଟୁରିଜମ୍‌ ବ୍ରାଣ୍ଡ୍‌ ଆମ୍ବାସାଡର।କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓଡ଼ିଶା ପର୍ଯ୍ୟଟନର ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ହୋଇପାରନ୍ତି। କୌଣସି ନିଷ୍ପତ୍ତି ନ ହୋଇଥିଲେ ମଧ୍ୟ ଆଲୋଚନା ଚାଲିଛି।…

ଓଡ଼ିଶାକୁ ମିଳିବ ‘ଆଇକନିକ ଐତିହ୍ୟ’

ଭୁବନେଶ୍ୱର: ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। କାରଣ ଓଡ଼ିଶା ଏବେ ଆଇକନିକ ଐତିହ୍ୟସ୍ଥଳ ତାଲିକାରେ ସ୍ଥାନ ପାଇବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ଦିଲ୍ଲୀରେ ଅନୁଷ୍ଠିତ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀରେ ଶ୍ରୀ ପଟେଲ ଏହା କହିଛନ୍ତି।…

ରଥଯାତ୍ରା ସମୟରେ ପୁରୀକୁ ଗଡିବ ଅଧିକ…

ପୁରୀ: ଆସନ୍ତା ଜୁଲାଇ ୪ତାରିଖରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆରମ୍ଭ ହେବ। ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପ୍ରଶାସନ। ରଥଯାତ୍ରା ସମୟରେ ରାଜ୍ୟର କୋଣ ଅନୁକୋଣ ସମେତ ବହାର ରାଜ୍ୟରୁ ଅଧିକ ପର୍ଯ୍ୟଟକ,ଶ୍ରଦ୍ଧାଳୁ ସମାଗମ ହୋଇଥିାନ୍ତି। ଶ୍ରଦ୍ଧାଳୁଙ୍କ ଗମନାଗମନ ସୁବିଧା ନିମନ୍ତେ ରଥଯାତ୍ରା…