Odisha Link
Bridging the Missing Links in Odisha
Browsing Tag

Odisha Vigilance

ମହଙ୍ଗା ପଡ଼ିଲା ଆୟ ବର୍ହିଭୂତ ସମ୍ପତ୍ତି,…

ଓଏଲ୍‌ ବ୍ୟୁରୋ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ପଡିଲା ମହଙ୍ଗା। ଗିରଫ ହେଲେ କୁବେର ବିଡିଓ। ଆଠଗଡ ବିଡିଓ ପ୍ରଦୀପ ସାହୁଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ପ୍ରଦୀପଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଥିଲା। ଭୁବନେଶ୍ୱରରେ ୨ଟି କୋଠା, ଗୋଟିଏ ଫ୍ଲାଟ ସହ ୩ଟି ପ୍ଲଟ, ୪୭ ଲକ୍ଷର ଜମା, ୬…

ଜଏଣ୍ଟ କମିଶନରଙ୍କ ଅମାପ ସଂପତି ଠାବ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍‌ କରାଯାଇଛି। ଆୟ ବହିର୍ଭୂତ…

ଭିଜିଲାନ୍ସ ପଞ୍ଝାରେ ଅବକାରୀ ଜଏଣ୍ଟ…

ଓଏଲ୍‌ ବ୍ୟୁରୋ: କୁବେର ବାବୁଙ୍କ ପରେ ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ଘରେ ରେଡ୍‌ କରାଯାଇଛି।…

ସରୁନି ନିର୍ମାଣ ଯନ୍ତ୍ରୀଙ୍କ ଅମାପ…

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ ବାବୁ ଜଣକ ହେଉଛନ୍ତି ବଲାଙ୍ଗିର ଲୋୟର ସୁକତେଲ୍‌ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ କୁମାର ରାଉତ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବାବେଳେ ଏକକାଳୀନ ୯ଟି…

ମହଙ୍ଗା ପଡ଼ିଲା ଅମାପ ସମ୍ପତି; ବନ୍ଧା…

ଓଏଲ୍‌ ବ୍ୟୁରୋ: ପୁଣିଥରେ ବନ୍ଧା ହେଲେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଗତ ୨୦୧୩ରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବରିଷ୍ଠ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ବରିଷ୍ଠ କିରାଣି। ଏଥର ଭିଜିଲାନ୍ସ ଜାଲରେ ପଡିଛନ୍ତି ଇଏସଆଇ ମେଡିକାଲର ବରିଷ୍ଠ କିରାଣି। ଜେଲ୍ ରୋଡ୍ ଇଏସଆଇ ହସ୍ପିଟାଲ କିରାଣି ଅଭିରାମ ସାହୁ ଧରାପଡ଼ିଲେ। ବିଲ୍ ପାସ୍ ପାଇଁ ୧୦ ହଜାର ଟଙ୍କା ନେବା ବେଳେ ଧରାପଡ଼ିଲେ। ଲାଞ୍ଚ ନେବା ଅଭିଯୋଗରେ ଜେଲ୍ ରୋଡ୍ ଇଏସଆଇ…

ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି;…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଳସେଚନ କନିଷ୍ଠ ଯନ୍ତ୍ରୀ। ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ କରାଯାଇଥିଲା। ମାଲକାନଗିରି ଜଳ ସମ୍ପଦ ବିଭାଗର ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଏହି ଚଢାଉ କରାଯାଇଥିଲା। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ…

ମହଙ୍ଗା ପଡ଼ିଲା ଆୟ ବର୍ହିଭୂତ ସଂପତ୍ତି;…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଜଳସେଚନ କନିଷ୍ଠ ଯନ୍ତ୍ରୀ। ଆୟ ବର୍ହିଭୂତ ସଂପତ୍ତି ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ କରାଯାଇଛି। ମାଲକାନଗିରି ଜଳ ସମ୍ପଦ ବିଭାଗର ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଏହି ଚଢାଉ ଚାଲିଛି। ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି।…

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ; ୭ଟି…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ଚାଲିଛି। ଭିଜିଲାନ୍ସ ଜାଲରେ ପଡିଥିବା ଏମଭିଆଇ ହେଉଛନ୍ତି ପଞ୍ଚାନନ ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇ ପଞ୍ଚାନନ ବେହେରାଙ୍କ ବାସଭବନ ସହ ଭଡା ଘରେ ଚଢ଼ାଉ କରାଯାଉଛି।…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଭିଜିଲାନ୍ସ…

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଭିଜିଲାନ୍ସ ପଞ୍ଝାରେ ସେକ୍ସନ ଅଫିସର୍। ୮ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର୍। ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଥିବା ବ୍ୟକ୍ତି ହେଉଛନ୍ତି ଭୁବନେଶ୍ୱର କ୍ଷୁଦ୍ର ଜଳସେଚନ ଅଫିସର ଏସ୍ଓ ଶୁଭ୍ରକାନ୍ତ ସ୍ୱାଇଁ। କଣ୍ଟ୍ରାକ୍ଟର ଲାଇସେନ୍ସ…