ତାତିରୁ ନାହିଁ ନିସ୍ତାର, ଜଳୁଛି…
ଓଏଲ୍ ବ୍ୟୁରୋ: ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମ ଲହରୀ। ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକ। ଆହୁରି ତିନି ଦିନ ନିସ୍ତାର ନାହିଁ।ଓଡ଼ିଶାର ଉପକୂଳରେ ପ୍ରବଳ ଗୁଳୁଗୁଳି ହେଉଥିବା ବେଳେ ପଶ୍ଚିମ ଭାଗରେ ଜଳାଉଛି ତାତି। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଡିଗ୍ରୀ ତାତିରେ ସିଝିଲା…