ବଢୁଛି ତାତି ; ରାଜଧାନୀରେ ତାପମାତ୍ରା ୩୭…
ଓଏଲ୍ ବ୍ୟୁରୋ: ଫେବ୍ରୁଆରୀ ମାସ ଶେଷ ନହଉଣୁ ତାତିରେ କଲବଲ ହେଲେଣି ଓଡ଼ିଶାର ବିଭିନ୍ନ ଅଞ୍ଚଳବାସୀ। ଆଉଟୁପାଉଟୁ କଲାଣି ତାତି। ଉପାନ୍ତରୁ ଉପକୂଳ ସିଝିଲାଣି ସାରା ଓଡ଼ିଶା। ବିଭିନ୍ନ ଜିଲ୍ଲାରେ ୩୫ ଡିଗ୍ରୀ ଉପରେ ପାରଦ। ଗତକାଲି ୩୮ ଦଶମିକ ୩ଡିଗ୍ରୀ ସହିତ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ସୋନପୁର।…