ପାଣିପାଗ ଖବର: ୪୩ ଡିଗ୍ରୀ ଉପରେ ୭ ସହର,…
ଓଏଲ୍ ବ୍ୟୁରୋ: ୨୪ ଘଣ୍ଟାର ଆଶ୍ବସ୍ତି ପରେ ପୁଣି ଫେରିଲା ତାତି। କାଳବୈଶାଖି ପ୍ରଭାବରେ ରାଜ୍ୟର କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ପର୍ଯ୍ୟନ୍ତ ଖସି ଆସିଥିଲା। ହେଲେ ଦିନକ ପରେ ପୁଣି ଫେରିଲା ତାତି। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ସର୍ବାଧିକ ୪୪.୬ ଡିଗ୍ରୀ ପାରଦ ରେକର୍ଡ ହୋଇଥିବା…