ସାମ୍ବାଦିକଙ୍କୁ ୧୫ ଲକ୍ଷ ବୀମା: OWJA…
ଭୁବନେଶ୍ବର: କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ଓଡ଼ିଶା ସରକାର। ସରକାରଙ୍କର ଏ ଘୋଷଣାରେ କୃତଜ୍ଞତା ପ୍ରକାଶ କରିଛି ଓଡ଼ିଶା ଓ୍ବେବ୍ ଜର୍ଣାଲିଷ୍ଟ ଆସୋସିଏସନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ଗଣମାଧ୍ୟମ…