ଓଡ଼ିଆ ଶ୍ରମିକଙ୍କ ବିୟୋଗରେ ରାଜ୍ୟ…
ଭୁବନେଶ୍ୱର: ଛତିଶଗଡ ରାୟପୁର ନିକଟସ୍ଥ ଚେରିଖେଡି ନିକଟରେ ଆଜି ସକାଳେ ଘଟିଯାଇଥିବା ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ଗଂଜାମ ଜିଲ୍ଲାରୁ ଗୁଜୁରାଟ ଯାଉଥିବା ୮ ଜଣ ଶ୍ରମିକଙ୍କ ଜୀବନ ହାନି ହୋଇଛି। ଏଥି ସହ ଦୁର୍ଘଟଣାରେ ବହୁ ଆହତ ଯାତ୍ରୀଙ୍କ ମଧ୍ୟରୁ ଅନେକାଂଶ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି…