Odisha Link
Bridging the Missing Links in Odisha
Browsing Tag

Office

୫ ଦିନ ବନ୍ଦ ରହିବ ଭୁବନେଶ୍ବର…

ଭୁବନେଶ୍ବର: ଅଜିଠୁ ୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଭୁବନେଶ୍ବର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଓ ତହସିଲ୍‌ କ୍ୟାର୍ଯ୍ୟାଳୟ। ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ସୂଚନା ରହିଛି। ଉଭୟ ଅଫିସର ୫ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ…

ଟିକା ନେଇଥିଲେ ଅଫିସ୍‌ ଆସିବାକୁ ବାଧ୍ୟ

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ୧ ଯାଏଁ ରହିବ ଆଂଶିକ ଲକ୍‌ଡାଉନ୍‌ କଟକଣା। ଲକଡାଉନ୍‌ ନିୟମ କୋହଳ ପରେ ସବୁ ସରକାରୀ ଅଫିସ୍‌ କାର୍ଯ୍ୟକ୍ଷମ ହେବ ବୋଲି ନିର୍ଦ୍ଦେଶନାମା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ଯେ, ସମସ୍ତ କର୍ମଚାରୀ ଅଫିସ୍‌ ଆସିବେ। ଯେଉଁ କର୍ମଚାରୀ…

ଲକଡାଉନ ୨.୦: ଅଫିସ ପାଇଁ ନୂଆ ଗାଇଡଲାଇନ

ଭୁବନେଶ୍ଵର: ରାଜ୍ୟରେ କାଲିଠୁ ଆରମ୍ଭ ହେବାକୁ ଯାଉଛି ଲକଡାଉନ୍ ୨.୦। ଆସନ୍ତା ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ତେବେ ଲକଡାଉନରେ ଅଫିସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ ଗାଇଡଲାଇନ୍ ମୁତାବକ, ୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ…

ଚୌକିରେ ବସିଥିବା ଅବସ୍ଥାରେ କ୍ୟାସିୟରଙ୍କ…

କେନ୍ଦୁଝର : କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ କ୍ୟାସିୟରଙ୍କ ମୃତଦେହ ଉଦ୍ଧାର। ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ମାଧପୁର ସ୍ଥିତ କୃଷି କାର୍ଯ୍ୟାଳୟରେ ଘଟିଛି। ସେ ଏକ ଚୌକିରେ ବସିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।…

ଶ୍ରମ ମନ୍ତ୍ରଣାଳୟର ନୂଆ ନିୟମ, ସପ୍ତାହକୁ…

ନୂଆଦିଲ୍ଲୀ: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ନୂଆ ଶ୍ରମ ନିୟମ ଆଣିବାକୁ ଯାଉଛି। ଏଥିପାଇଁ ଚିଠା ନିୟମ ପ୍ରସ୍ତୁତ କରାଯାଇଛି। ଚିଠା ନିୟମର ବ୍ୟବସ୍ଥା ଅନୁଯାୟୀ ଜଣେ ଶ୍ରମିକ ସପ୍ତାହରେ ୩ଦିନ ଛୁଟି ପାଇବ ଓ ୪ ଦିନ କାମ କରିବ। ତେବେ କାମ କରିବାର ଦିନ ସଂଖ୍ୟା ହ୍ରାସ ହେଲେ ମଧ୍ୟ କାମର ସମୟ ହ୍ରାସ…

କାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ…

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ଜାରି ରହିବ । ସୂଚନାଅନୁସାରେ, ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ…

କରୋନା: ନଭେମ୍ବରରେ ବି ଶନିବାର ବନ୍ଦ…

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ସାତ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ଏହା ସହିତ କଟକ ଓ ଭୁବନେଶ୍ୱରରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ପରିଚାଳନା କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ନଭେମ୍ବର ମାସର ସବୁ…

କଙ୍ଗନାଙ୍କ ମଣିକର୍ଣ୍ଣିକା କୋଠାକୁ…

ମୁମ୍ବାଇ: ମଣିକର୍ଣ୍ଣିକା କୋଠାକୁ ଭାଙ୍ଗିଲା ବିଏମସି। କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା। ବିଏମସି ବାନ୍ଦ୍ରା ୱେଷ୍ଟ ପାଲି ହିଲ୍ ରୋଡରେ ଥିବା କଙ୍ଗନାଙ୍କ ଅଫିସରେ ହୋଇଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗି ଦେଇଛି। କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ…

କାଲିଠୁ ଅଫିସ୍ ଆସିବେ ଗ୍ରୁପ ‘ଏ’ର ସମସ୍ତ…

ଭୁବନେଶ୍ବର: କାଲିଠୁ କାର୍ଯ୍ୟାଳୟ ଆସିବେ ସମସ୍ତ ଗ୍ରୁପ 'ଏ' ଅଧିକାରୀ। ଏନେଇ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ନୂତନ ନିର୍ଦେଶନାମା ଜାରି ହୋଇଛି। ତାହା ଅନୁଯାୟୀ, ଆସନ୍ତାକାଲିଠୁ ସମସ୍ତ ‘ଏ’ ଗ୍ରେଡ୍‌ ଅଧିକାରୀ ଅଫିସ୍ ଆସିବେ। ‘ବି’, ‘ସି’ ଓ ‘ଡି’ ଗ୍ରୁପର ୩୩% କର୍ମଚାରୀ ଅଫିସ୍‌…