ଓଏଫ୍ଏସ୍ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ବର: ରାଜଧାନୀରେ ଓଏଫ୍ଏସ୍ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ। ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମା ଅଞ୍ଚଳର ଓଏଏଫ୍ଏସ୍ ଅଫିସର ଅଭିଳାଶ ସ୍ବରୂପ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ବଲାଙ୍ଗୀର ଜିଲାର ଟିଟିଳାଗଡ଼ ଅଞ୍ଚଳର…