ବଦ୍ରିନାଥ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା…
ନୂଆଦିଲ୍ଲୀ: କରୋନା କାଳରେ ଧର୍ମୀୟ ସ୍ଥଳ ବିକାଶ ଲାଗି ଆଗ୍ରହ ଦେଖାଇଛି ତୈଳ ମନ୍ତ୍ରାଳୟ। କେନ୍ଦ୍ର ସରକାରଙ୍କ ୫ ପ୍ରମୁଖ ତୈଳ ସଂସ୍ଥା (ପିଏସ୍ୟୁ) ପକ୍ଷରୁ ବଦ୍ରିନାଥ ଧାମ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା ଦିଆଯିବ ବୋଲି ଆଜି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି।…