ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ
ଭୁବନେଶ୍ବର : ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପରୀକ୍ଷା ଫଳ । ଦିନ ସାଢେ ୧୨ଟାରେ ସଚିବାଳୟରେ ପରୀକ୍ଷା ଫଳ ଘୋଷଣା ହେବ । ଉଭୟ ଅନଲାଇନ ଓ ଅଫ୍ ଲାଇନରେ ରେଜଲ୍ଟ ପ୍ରକାଶ ପାଇବ ।
ପିଜି କୋର୍ସ ପାଇଁ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏମ ଫାର୍ମା ,…