୪ ମାସର ଅଗ୍ରୀମ ଭତ୍ତା ଦେବେ ଓଡ଼ିଶା…
ଭୁବନେଶ୍ବର: କରୋନା ଭାଇରସ୍ର ଭୟାବହତାକୁ ଦେଖି ବିଧବା, ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କୁ ୪ ମାସର ଭତ୍ତା ଆଗୁଆ ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏପ୍ରିଲ, ମେ', ଜୁନ୍ ଓ ଜୁଲାଇ ମାସ ପାଇଁ ଏକକାଳୀନ ଭତ୍ତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ସାମାଜିକ…