ପୋଷ୍ଟାଲ୍ ବାଲାଟରେ ବଡ଼ ତ୍ରୁଟି,…
ବାଲେଶ୍ୱର: ଜଣେ ମହିଳା ଦିବ୍ୟାଙ୍ଗ ନ ହୋଇ ମଧ୍ୟ ତାଙ୍କୁ ଦିବ୍ୟାଙ୍ଗ ଦର୍ଶାଇ ପୋଷ୍ଟାଲ୍ ବାଲାଟରେ ଭୋଟ୍ ନିଆ ଯାଇଛି। ଏଭଳି ଏକ ସାଂଘାତିକ ତ୍ରୁଟି ପୁରୁଣା ବାଲେଶ୍ୱର ଏକ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି।
ଦିବ୍ୟାଙ୍ଗ, କରୋନା ସଂକ୍ରମିତ ଏବଂ ୮୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଖରେ ନିର୍ବାଚନ…