ଲଜ୍ଜା: ୭୦ ବର୍ଷୀୟ ବୃଦ୍ଧାଙ୍କୁ…
ଢେଙ୍କାନାଳ: ୭୦ ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି ଜିଳ୍ଲା ମୁଖ୍ୟ ଚିକିତ୍ସାଳୟରୁ। ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କୁ ୨ ଜଣ ଦୁର୍ବୁତ୍ତ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି।
ଜିଳ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୃଦ୍ଧାଙ୍କୁ ଡାକି ନେଇ ଗଣ ଦୁଷ୍କର୍ମ ନେଇ…