ଖୁବ୍ ଶୀଘ୍ର ଅଚଳ ହେବ ପୁରୁଣା ୫, ୧୦ ଓ…
ନୂଆଦିଲ୍ଲୀ: ଅଚଳ ହେବ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ! ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍କୁ ବଜାରରୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯୋଜନା କରୁଥିବା ଜଣାପଡ଼ିଛି। ଆର୍ବିଆଇ ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ୍ ସୁଦ୍ଧା ଏହି ପୁରୁଣା…