ସାଇବର ଠକେଇର ଶିକାର ହେଲେ ଅଧ୍ୟାପିକା,…
ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି। ସାଧାରଣ ଲୋଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଲୁଟୁଛନ୍ତି ସାଇବର ଠକ। କ୍ଷଣିକ ମଧ୍ୟରେ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଟଙ୍କା। ଏହାରି ଭିତରେ ଜଣେ ଅଧ୍ୟାପିକା ସାଇବର ଠକେଇର ଶିକାର ହୋଇଛନ୍ତି।
ଅନଲାଇନରେ ୱାସିଂ ମେସିନ ବିକିବା ବେଳେ ଠକାମିର…