Odisha Link
Bridging the Missing Links in Odisha
Browsing Tag

Omfed

ଦୁଗ୍ଧ ଚାଷୀଙ୍କୁ ଡିବିଟିରେ ମିଳିବ ଟଙ୍କା

ଓଏଲ୍‌ ବ୍ୟୁରୋ: ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର। ଏଣିକି ଦୁଗ୍ଧ ଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି। ଏହି ଜରିଆରେ ଚାଷୀ ପାଇବେ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସେ କହିଛନ୍ତି, ଖୁବଶୀଘ୍ର ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଲାଗୁ ହେବ ଡିବିଟି। ଅନ୍ୟ…

ରାଜ୍ୟରେ ଖୋଲିବ ଓମ୍‌ଫେଡ୍‌ର ୩ ନୂଆ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଆଉ ୩ ଜିଲ୍ଲାରେ ଖୋଲିବ ଓମ୍‌ଫେଡ୍‌ର ନୂଆ ଡାଏରୀ ପ୍ଲାଣ୍ଟ। ସମ୍ବଲପୁର, ବ୍ରହ୍ମପୁର,ବାଲେଶ୍ୱରରେ ଖୋଲିବ ଓମ୍‌ଫେଡ୍‌ର ଡାଏରୀ ପ୍ଲାଣ୍ଟ। ଡାଏରୀ ପ୍ଲାଣ୍ଟ ନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଓମ୍‌ଫେଡ୍‌ରେ କ୍ୱାଲିଟି ଓ କ୍ୱାଣ୍ଟିଟି…

ରାଜ୍ୟର ପ୍ରମୁଖ ମନ୍ଦିରରେ ବ୍ୟବହାର ହେବ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଗୋପାଷ୍ଟମୀ। ଏହି ଅବସରରେ ମନ୍ତ୍ରୀଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଘରେ ନୂଆ ଅତିଥି। ପୁଙ୍ଗନୂର୍ ପ୍ରଜାତିର ଗାଈ ଏବଂ ବଳଦ ଆଣିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପବିତ୍ର ଗୋପାଷ୍ଟମୀ ଅବସରରେ ଗାଈ ବଳଦଙ୍କୁ…

ଆଜିଠୁ ବଢ଼ିଲା ଓମଫେଡ କ୍ଷୀର ଦର

ଭୁବନେଶ୍ବର: ସାରା ରାଜ୍ୟରେ ଆଜିଠୁ ବଢ଼ିଲା ଓମଫେଡ କ୍ଷୀର ଦର। ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଓମ୍‌ଫେଡ ଲିଟର ପିଛା ପୂର୍ବରୁ ୪୦ ଟଙ୍କା ଥିବା ବେଳେ ଏବେ ତାହା ୪୪ ଟଙ୍କାରେ ପହଞ୍ଚିଛି। ସେହିପରି ଟୋନ୍ଡ କ୍ଷୀର…

ବଢ଼ିପାରେ ଓମ୍‌ଫେଡ ଦୁଗ୍ଧ ମୂଲ୍ୟ!

ଭୁବନେଶ୍ୱର: ଓଡ଼ିଶାରେ ଚାଷ ସହିତ ଗୋପାଳନ ଏକ ପ୍ରମୁଖ ବେଉସା ହୋଇଛି। ଗୋପାଳନ କରୁଥିବା ସର୍ବାଧିକ ଚାଷୀ ଓମ୍‌ଫେଡକୁ କ୍ଷୀର ବିକ୍ରି କରିଥାଆନ୍ତି। କିନ୍ତୁ ଏବେ ଏହି ଚାଷୀମାନେ କ୍ଷତି ସହୁଥିବା କଥା ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ପୂର୍ବ ଅପେକ୍ଷା ଗୋଖାଦ୍ୟର ଦର ବୃଦ୍ଧି ପାଇଛି, ମାତ୍ର ସେହି…

ରାସ୍ତାରେ ୧୨ଶହ ଲିଟର କ୍ଷୀର ଢାଳିଲେ…

ବାସୁଦେବପୁର: ରାସ୍ତାରେ କ୍ଷୀର ଢାଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ବାସୁଦେବପୁର ଅଞ୍ଚଳର ଚାଷୀମାନେ। ଓମଫେଡ୍ କ୍ଷୀର ନେବାକୁ ମନା କରି ଦେବା ଯୋଗୁ ଗତକାଲି ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଚାଷୀମାନେ ରାସ୍ତାରେ ୧୨ ଶହ ଲିଟର କ୍ଷୀର ଢାଳି ଦେଇଥିଲେ। ତା’ସହିତ ସେମାନେ ଆନ୍ଦୋଳନ କରିବାକୁ…