Odisha Link
Bridging the Missing Links in Odisha
Browsing Tag

Omfed Milk

କାଲିଠାରୁ ଓମଫେଡ୍‌ କ୍ଷୀର ଦାମ ବୃଦ୍ଧି

ଭୁବନେଶ୍ୱର: କାଲିଠାରୁ ବଢ଼ିବ ଓମଫେଡ୍ କ୍ଷୀର ଦର। ଓମଫେଡ କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଓମଫେଡ଼୍‌ର ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ କ୍ଷୀର ଲିଟର ପିଛା ୪୦ ଟଙ୍କାରେ ମିଳୁଥିଲା। ହେଲେ ଆସନ୍ତାକାଲିଠୁ ଏଥିଲାଗି ଖାଉଟିଙ୍କୁ ୪୪ ଟଙ୍କା ଗଣିବାକୁ ପଡ଼ିବ।…