ଓମିକ୍ରନ୍ର କାୟା ବିସ୍ତାର, ୧୧୩…
ନୂଆଦିଲ୍ଲୀ: ସାରା ବିଶ୍ବକୁ ଘାରିଛି ଓମିକ୍ରନ୍ ଚିନ୍ତା। ବିଶ୍ବର ୯୧ଟି ଦେଶରେ ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି। ଏସବୁ ମଧ୍ୟରେ ଭାରତରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଛି। ଦେଶର ୧୨ଟି ରାଜ୍ୟରୁ ୧୧୩ ଜଣଙ୍କ ନିକଟରେ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛି।
ଦେଶରେ ତୃତୀୟ…