Odisha Link
Bridging the Missing Links in Odisha
Browsing Tag

Onion

ହେଲମେଟ୍‌ ପିନ୍ଧି ପିଆଜ ବିକିଲେ…

ନୂଆଦିଲ୍ଲୀ: ପିଆଜ ପାଇଁ ସାରା ଦେଶରେ ଭାଳେଣି। କାରଣ ଦେଶରେ ପିଆଜ ଦର ଆକାଶ ଛୁଆଁ ହୋଇଛି। ଯାହା ସାଧାରଣ ଲୋକଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ପିଆଜର ବର୍ଦ୍ଧିତ ଦର ପାଇଁ ସାଧାରଣ ଖାଉଟିଙ୍କୁ ନାହିନଥିବା ଅସୁବିଧା ଦେଖିବାକୁ ପଡୁଛି। ତେବେ ପିଆଜର ମହଙ୍ଗା ସମୟରେ ବିହାରରୁ ଆସିଛି ଏଭଳି ଏକ ଖବର…

ଶତକ ମାଇଲା ପିଆଜ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ପିଆଜ ଦର। ବିନା ପିଆଜରେ ଓଡ଼ିଆଙ୍କ ହାଣ୍ଡିଶାଳ ଏନେବ ଚିନ୍ତାର ବିଷୟ। ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି। ଶତକ ମାରିଲା ପିଆଜ ଦର । ଆଜି ବି ରାଜ୍ୟରେ ପିଆଜ ଦର ୯୦ ଉପରେ । ବିଭିନ୍ନ ପ୍ରମୁଖ ସହରରେ ତ ଦର ୧୦୦ ଟଙ୍କା ରହିଛି । ଭୁବନେଶ୍ୱରରେ…

‘ପିଆଜ ପାଇଁ ଦିନେ ଏ ସରକାର…

ଭୁବନେଶ୍ବର: କନ୍ଦାଉଛି ପିଆଜ। ରାଜ୍ୟରେ ପରିବାଦର ସହିତ ପିଆଜ ଦର ଆକାଶ ଛୁଆଁ। ଯାହାକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷେ ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସାମ୍ବାଦିକଙ୍କ ପିଆଜ ଦର ବୃଦ୍ଧି ପ୍ରଶ୍ନରେ ସୁର କହିଛନ୍ତି ଯେ, ଏ…

ସରକାର ବିକିବେ ପିଆଜ

ଭୁବନେଶ୍ବର: ଏଣିକି ପିଆଜ ବିକିବେ ସରକାର। ଦେଶ ସମେତ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ। ଅହେତୁକ ମୂଲ୍ୟ ବୃଦ୍ଧି ଘଟିଥିବାରୁ ସୁଲଭ ଦରରେ ପିଆଜ ଯୋଗଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଖାଉଟିଙ୍କୁ ପିଆଜ ଯୋଗାଇବେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ଯୋଗାଣ ବିଭାଗ…

ଆଉ ୧୦ ଟଙ୍କା ବଢ଼ିପାରେ ପିଆଜ ଦର!

ଭୁବନେଶ୍ବର: ପରିବା ଦର ଆକାଶ ଛୁଆଁ ଥିବା ବେଳେ ପିଆଜର ଦର ଥିଲ ସବୁଠୁ ଅଧିକ ଖାଲି ସେତିକି ନୁହଁ ଏହାକୁ ପିଆଜର ପ୍ରେଷ୍ଟିଜ୍‌ ବୋଲି କହି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ତେବେ ବର୍ତ୍ତମାନ ଏହି ଚର୍ଚ୍ଚାକୁ ଆହୁରୀ ଘନିଭୂତ କରିବ ପିଆଜ ଦର। ପିଆଜ ଦର ୭୦ ଟଙ୍କା ଥିବାବେଳେ ତେବେ ଏବେ ଆହୁରୀ ୧୦ଟଙ୍କା…

ପିଆଜ ପାଇଁ ଯିବେ ସଚିବ

ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ କଥା ଚିନ୍ତା କରାଯାଇପାରେନା। ପିଆଜ କାଟିଲେ ଲୁହ ବାହାରିବା ଥୟ। ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି। ପିଆଜ କିଲୋ ଏବେ ୫୫ ଛୁଇଁଲାଣି। ଆଜିଠୁ ଯଦି ଏତେ ଆଗକୁ କେତେ ? ସେଇ ଚିନ୍ତାରେ ଘାରି ହେଉଛନ୍ତି ଖାଉଟି। ଖାଲି ଖାଉଟି ନୁହେଁ ସରକାରଙ୍କ ଚିନ୍ତା ବି…

ପିଆଜ ଦର ଖୁବଶୀଘ୍ର କମିବ: କେନ୍ଦ୍ର…

ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ଆକାଶଛୁଆଁ। ଯାହାକୁ ନେଇ ଖାଉଟି ଚିନ୍ତାରେ ରହିଛନ୍ତି। ଦେଶର ସ୍ଥାନେ ସ୍ଥାନେ ପିଆଜ ଦର କିଲୋ ପିଛା ୭୦ରୁ ୮୦ ଟଙ୍କାରେ ପହଞ୍ଚିଲାଣି। ଏହି ସମୟରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନ ସାମାନ୍ୟ ଆଶ୍ବସ୍ତି ଦେଇଛି ଗ୍ରାହକ ମାନଙ୍କୁ। ଏହି ସ୍ଥିତି ଉପରେ ସରକାର ନଜର…

କନ୍ଦଉଛି ପିଆଜ

ନୂଆଦିଲ୍ଲୀ: ଦେଶରେ ଏବେ ପିଆଜର ମହଙ୍ଗା ମାଡ଼। ଯାହାଫଳରେ ପୁଣି କନ୍ଦେଇଛି ପିଆଜ। ଦେଶରେ ଏବେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ଛୁଇଁଥିବା ପ୍ରକାଶ ପାଇଛି। ଦିଲ୍ଲୀ ଏନସିଆର ବଜାରରେ ପିଆଜ ଦର ୬୦ରୁ ୭୦ ଟଙ୍କା କିଲୋ ପ୍ରତି ରହିଥିବା ବେଳେ ମଣ୍ଡିରେ ହୋଲସେଲ ଦର ୩୫-୪୫ ଟଙ୍କା ରହିଛି। ଯଦି ବିଗତ ବର୍ଷର…

କନ୍ଦାଉଛି ପିଆଜ, ଗ୍ରାହକଙ୍କୁ ଲୁଟୁଛନ୍ତି…

ଭୁବନେଶ୍ବର: ସବୁ ବର୍ଷ ଭଳି ପୁଣି ଥରେ ରାଜ୍ୟବାସୀଙ୍କୁ କନ୍ଦାଇଲା ପିଆଜ। ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ପିଆଜ ଦର। ଗତ ଦୁଇ ସପ୍ତାହ ମଧ୍ୟରେ ପିଆଜ କିଲୋରେ ୧୦ରୁ ୧୫ ଟଙ୍କା ବୃଦ୍ଧି ହେଲାଣି। ଆଗକୁ ଦର ଆହୁରି ଆକାଶଛୁଆଁ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗୋଦାମରେ ପିଆଜ କୁଇଣ୍ଟାଲ ୨୫୦୦ ଟଙ୍କା…