ରାଜଧାନୀରେ ଅନ୍ଲାଇନ୍ରେ ମିଳିବ ମଦ,…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନ୍ଲାଇନ୍ରେ ମିଳିବ ମଦ। ଲକ୍ଡାଉନରେ ମଦ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଦୋକାନୀମାନେ ଅନ୍ଲାଇନ୍ ଜରିଆରେ ମଦ ବିକ୍ରି କରିପାରିବେ। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ଅନ୍ଲାଇନ୍ରେ ମଦ ବିକ୍ରି…