ଜାନୁଆରୀ ୧୭ରୁ ଏମ୍ସ ଓପିଡି ବନ୍ଦ
ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି କଟକଣା। ଏପରିକି ଅଧିକ ଗୁରୁତର ସ୍ବାସ୍ଥ୍ୟ ଖରାପ ନହେଲେ ରୋଗୀମାନଙ୍କୁ ମେଡିକାଲ ନଆସିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏସବୁ ମଧ୍ୟରେ ଜାନୁଆରୀ ୧୭ ତାରିଖରୁ…