ଘରୋଇ ବସ୍ ଚଳାଚଳ ଠପ୍, ଯାତ୍ରୀଙ୍କ…
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ପୂଜା ଛୁଟି। ଆଉ ଏହି ସମୟରେ ବସ୍ ଧର୍ମଘଟ ଡାକରା ଦେଇଛି ବସ୍ ମାଲିକ ସଂଘ। ଯାହା ଫଳରେ ସାଧାରଣ ଲୋକ ହଇରାଣ ହୋଇଛନ୍ତି। ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ହୋଇଛି। ଧର୍ମଘଟ ପାଇଁ ଶହ ଶହ ଯାତ୍ରୀ ବରମୁଣ୍ଡା ଷ୍ଟାଣ୍ଡରେ ଅଟକିଛନ୍ତି। ବସ୍ ଧର୍ମଘଟ ପାଇଁ ଚାଲିଲା OSRTCର…