ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ସିଲ୍
ଭୁବନେଶ୍ବର: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। କରୋନା ଗ୍ରାଫ ଉପରମୁହାଁ ରହୁଥିବା ବେଳେ ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ପରିସ୍ଥିତ ସୃଷ୍ଟି କଲାଣି।
ରାଜଧାନୀ ଭୁବନେଶ୍ବରରରେ କରୋନା ସଂକ୍ରମଣ ଦ୍ରୁତ ଗତିର ବ୍ୟାପୁଛି।…