କରୋନା ନୂଆ ଗାଇଡଲାଇନ: ବିବାହରେ ଭୋଜି…
ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି। ଯାହା ଏବେ ନିନ୍ତାଜନକ ପରିସ୍ଥିତ ସୃଷ୍ଟି କରିଛି। ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ଏଣିକି କରୋନା ପାଇଁ ବିବାହ ଭୋଜି ବଦଳରେ ପରିବେଷଣ ହେବ ପ୍ୟାକେଟ ଖାଦ୍ୟ।…