ଚାଷୀଙ୍କୁ ଇଚ୍ଛା ମୁତାବକ ଧାନ ବିକ୍ରି…
ଭୁବନେଶ୍ୱର: ଚାଷୀଙ୍କୁ ଇଚ୍ଛା ମୁତାବକ ଧାନ ବିକ୍ରି ଅଧିକାର। ଜଳସେଚିତ ଜମିରେ ଏକର ପିଛା ୧୯ କୁଇଣ୍ଟାଲ ଧାନ କିଣାଯିବା ସହ ଅଣସେଚିତ ଜମିରୁ ଏକର ପିଛା ୧୩ କୁଇଣ୍ଟାଲ ଧାନ କିଣାଯିବାର ନିୟମ ରହିଛି। ମାତ୍ର ଯଦି ଜଣେ ଚାଷୀ ତା ଠାରୁ କମ ଧାନ ବିକିବାକୁ ଚାହିଁଲେ ବିକ୍ରି କରି ପାରିବେ।
ଧାନ ସଂଗ୍ରହ ନୀତି…