ଚାଷୀଙ୍କ ଧାନକୁ ଅଣ୍ଡରରେଟ୍ରେ କିଣିବାର…
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବଳରେ ଚାଷୀ ତାର ଉତ୍ପାଦିତ ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ରାଜ୍ୟର ଯେକୌଣସି ମଣ୍ଡିରେ ବିକ୍ରି କରିବା ସହ ରାଜ୍ୟ ବାହାରେ ମଧ୍ୟ ବିକ୍ରି କରିବା ବ୍ୟବସ୍ଥା ଥିବା ବେଳେ ରାଜ୍ୟ ସରକାର ପୁଣିଥରେ ମଧ୍ୟସ୍ଥି ଜରିଆରେ ଚାଷୀଙ୍କ ଧାନ ଅଣ୍ଡରରେଟରେ…