ହୋମ୍ ଆଇସୋଲେସନ୍ ପାଇଁ ବିଏମ୍ସିର ନୂଆ…
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ହୋମ୍ ଆଇସୋଲେସନ୍ ଓ ପେଡ୍ ଆଇସୋଲେସନ୍ରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ବିଏମ୍ସିର ନୂଆ ଗାଇଡଲାଇନ। ନୂଆ ଗାଇଡଲାଇନ ମୁତାବକ ହୋମ୍ ଆଇସୋଲେସନ୍ରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ୨୪ ଘଣ୍ଟିଆ ହେଲପ୍ଲାଇନ୍ ନମ୍ବର ଆରମ୍ଭ କରାଯାିଛି। ଏନେଇ ବିଏମ୍ସି ପକ୍ଷରୁ…