Odisha Link
Bridging the Missing Links in Odisha
Browsing Tag

Painter

ଘର ରଙ୍ଗ କଲାବେଳେ ଯୁବତୀଙ୍କୁ ପ୍ରେମରେ…

ଭୁବନେଶ୍ବର: ଘରର କାନ୍ଥକୁ ରଙ୍ଗୀନ କଲାବେଳେ ପଡ଼ୋଶୀ ଘରର ଝିଅର ମନେରେ ବୋଳି ଦେଲା ପ୍ରେମର ରଙ୍ଗ। ପରେ ଆରମ୍ଭ ହେଲା ପ୍ରେମ। ଏଥିସହିତ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ମଧ୍ୟ ଦେଲା। ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ। ମନ ବୁଝିଯିବା ପରେ ଆଉ ଯୁବତୀଙ୍କୁ ଧରାଛୁଆଁ ଦେଇ ନଥିଲା ରଙ୍ଗିଲା ରଙ୍ଗମିସ୍ତ୍ରୀ।…