ଆଜି ପଖାଳ ଦିବସ; ଦିଲ୍ଲୀରୁ ପଲ୍ଲୀ ସବୁଠି…
ଓଏଲ୍ ବ୍ୟୁରୋ: ପଖାଳ ସାଙ୍ଗକୁ ବାଇଗଣ ପୋଡ଼ା, ଆହାକି ଆନନ୍ଦ ଖାଇଲେ ଜାଣିବ ମଜ୍ଜା। ସବୁ ଓଡ଼ିଆଙ୍କ ଅତି ପ୍ରିୟ ପଖାଳ। ଖଟିଖିଆଙ୍କ ଠାରୁ ସରକାରୀ କର୍ମଚାରୀଙ୍କ ଯାଏଁ ସମସ୍ତଙ୍କ ଅତି ପ୍ରିୟ। ଖାଣ୍ଟି ଓଡ଼ିଆର ମନ ପସନ୍ଦ ଖାଦ୍ୟ ହେଉଛି ବାସି ପଖାଳ। ତେବେ ଆଜି ହେଉଛି ଓଡ଼ିଆଙ୍କ ପିୟ ଖାଦ୍ୟ ପଖାଳ ଦିବସ।…