ପାକିସ୍ତାନର ମନ୍ତ୍ରୀଙ୍କୁ କଡ଼ା ଜବାବ…
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପାକିସ୍ତାନ ମନ୍ତ୍ରୀ ଚୌଧୁରୀ ଫାଓ୍ବଦ ହୁସେନଙ୍କୁ ଟାର୍ଗେଟ କରିଛନ୍ତି। ଆଜି ପାକିସ୍ତାନ ମନ୍ତ୍ରୀ ଟୁଇଟ କରି ଦିଲ୍ଲୀ ନିର୍ବାଚନରେ ମୋଦିଙ୍କୁ ହରାଇବା ପାଇଁ ଅପିଲ କରିଛନ୍ତି। ଏହି ଟୁଇଟକୁ ଟାର୍ଗେଟ କରିଛନ୍ତି ଅରବିନ୍ଦ କେଜ୍ରିରଓ୍ବାଲ।…