ଗତକାଲି ଫ୍ଲାଏଓଭର ଦବିବା ପରେ ଆଜି ଆରମ୍ଭ…
ଭୁବନେଶ୍ବର : ଗୋଟିଏ ବର୍ଷ ତଳେ ନିର୍ମାଣ ହୋଇଥିବା ଫ୍ଲାଏ ଓଭର ଦବି ଯିବା ପରେ ଏହାର ମରାମତି କାମ ଆଜି ଆରମ୍ଭ ହୋଇଛି। ଭୁବନେଶ୍ୱର-ପୁରୀ ବାଇପାସ, ହାଇଟେକ ଛକରେ ଦବିଯାଇଛି ଓଭରବ୍ରିଜ୍। ଫ୍ଲାଏ ଓଭର ଦୁଇଟି ଅଂଶକୁ ଯୋଡୁଥିବା ସଂଯୋଗ ସ୍ଥଳ ଅଚାନକ୍ ୬ ଇଞ୍ଚି ପର୍ଯ୍ୟନ୍ତ ଦବିଯାଇଛି। ଯାହା ଫଳରେ ଏହି ଫ୍ଲାଏ…