ଧର୍ଷଣ ମହାମାରୀ: ପୀଡ଼ିତାର ଜାତି-ଧର୍ମ ଓ…
ଉତ୍ତରପ୍ରଦେଶର ହାଥରସରେ ଗୋଟିଏ ୧୯ ବର୍ଷର ନିରୀହ ବାଳିକାକୁ ଅତି ବିଭତ୍ସ ଭାବେ ଗଣଦୁଷ୍କର୍ମ କରିବା ପରେ ଅପରାଧୀମାନେ ତାଙ୍କର ମେରୁହାଡ଼ ଭାଙ୍ଗିଦେବା ଓ ଜିଭ କାଟିଦେବା ଭଳି ଅଭିଯୋଗ ଆସିଛି। ବିଚାରୀ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଜୀବନ ସହ ଜୁଝିବାରେ ବିଫଳ ହୋଇଛି। ୨୦୧୨ରେ ଦିଲ୍ଲୀରେ ଏମିତି ଏକ…