ବଜ୍ରକାପ୍ତାରୁ ବ୍ୟାପିଛି କରୋନା!
ଓଏସ୍ ବ୍ୟୁରୋ: ଚୀନ୍ରୁ ଆରମ୍ଭ ହୋଇ ମହାମାରୀ କରୋନା ଏବେ ବିଶ୍ବର ସବୁ ଅଞ୍ଚଳକୁ ବ୍ୟାପି ଯାଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଲାଣି। ତେବେ କେଉଁଠୁ ଆସିଲା ଏ କରୋନା ଭାଇରସ୍ ବା କୋଭିଡ୍-୧୯? କ'ଣ ଏ ରୋଗର ସୂତ୍ର?
ଏଯାବତ୍ ଗବେଷକମାନେ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ପହଞ୍ଚି…