୧୦ ବର୍ଷ ପରେ ଘରକୁ ଫେରିଲା ପୁଅ
ପାରାଦୀପ : ଗଂଜାମ ଜିଲ୍ଲା ମେଣ୍ଟପୁରର ଜୟୀ ସ୍ୱାଇଁଙ୍କ ପୁଅ ସୁଦର୍ଶନ। ମାନସିକ ଭିନ୍ନକ୍ଷମ। ହଠାତ୍ ୧୦ ବର୍ଷ ତଳେ ଘରୁ କୁଆଡେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ଅନେକ ଖୋଜା ଖୋଜି କରି ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ । କିନ୍ତୁ ୧୦ ବର୍ଷ ଧରି ନିଖୋଜ ଥିବା ପୁଅକୁ ଫେରି ପାଇବା ପରେ ସେ ଖୁସିରେ…