ପାରଳାଖେମୁଣ୍ଡି ହତ୍ୟା ମାମଲା: ୧୪…
ଓଏଲ୍ ବ୍ୟୁରୋ: ଏକ ହତ୍ୟା ମାମଲାରେ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଦୌରା ଜଜ ପ୍ରଦୀପ କୁମାର ସାମଲ। ପାରଳାଖେମୁଣ୍ଡିରେ ଘଟିଥିବା ଏକ ହତ୍ୟା ମାମଲାରେ ୧୫ ବର୍ଷ ପରେ ଆଜି ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଛନ୍ତି…