ପରୀ ହତ୍ୟା ମାମଲା: ସୁପ୍ରିମକୋର୍ଟଙ୍କ…
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଆଜି ଏକ ବଡ଼ ଖବର ଆସିଛି। ତାହା ହେଲା ପରୀର ମା’ ସୌଦାମିନି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ପାଇବା ପାଇଁ ସେ ସୁପ୍ରିମକୋର୍ଟ ଯାଇଛନ୍ତି। ଘଟଣାର ସିବିଆଇ ତଦନ୍ତ ଦାବିରେ ପରୀର ମା’ ସୌଦାମିନି…