କରୋନା: ଦିନ ୨ଟାରୁ ପାର୍କ ବନ୍ଦ
ଭୁବନେଶ୍ବର: ନଗର ଉନ୍ନୟନ ବିଭଗା ତରଫରୁ କରୋନା ପାଇଁ ସତର୍କ ପଦକ୍ଷେପ ନିଆଯାଇଛି। ଏନେଇ ଦିନ ୨ଟାରେ ସହରାଞ୍ଚଳର ସବୁ ପାର୍କ ବନ୍ଦ ହେବ। ସବୁଦିନ ଅପରାହ୍ନ ୨ଟାରୁ ପାର୍କ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଯେ, କଟକ ଓ ଭୁବନେଶ୍ୱରରେ ସବୁ ସପିଂମଲ୍ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ…