ପାର୍କିନ୍ସନ୍ ରୋଗର ସଚେତନତା ନେଇ ସମ୍…
ଭୁବନେଶ୍ୱର: ପାର୍କିନ୍ସନ୍ ରୋଗ (ପିଡି) ଅଥବା ସକମ୍ପ ଅଙ୍ଗଘାତ ଏକ ପ୍ରକାର ସ୍ନାୟୁ ରୋଗ। ଏହା ଏକ ଦୀର୍ଘକାଳୀନ ବେମାରୀ ଯାହାର ଲକ୍ଷଣ ସମୂହ ସମୟକ୍ରମେ ଧୀରେ ଧୀରେ ପ୍ରକାଶ ପାଇଥାଏ।
ତେଣୁ ଏହି ପାର୍କିନ୍ସନ୍ ରୋଗର ସଚେତନତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍…