Odisha Link
Bridging the Missing Links in Odisha
Browsing Tag

PARLIAMENT

୭ ବର୍ଷ ପରେ ବଢ଼ିଲା ସାଂସଦଙ୍କ ଦରମା ଓ…

ଓଏଲ୍‌ ବ୍ୟୁରୋ: ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପାଖାପାଖି ୭ ବର୍ଷ ପରେ ସାଂସଦମାନଙ୍କ ଦରମା ବୃଦ୍ଧି ପାଇଛି। ପୂର୍ବ ତୁଳନାରେ ଏଣିକି ସାଂସଦମାନେ ଏଣିକି ମାସିକ ୨୪ ହଜାର ଟଙ୍କା ଅଧିକ ଦରମା ପାଇବେ। ପୂର୍ବରୁ ସେମାନଙ୍କ ଦରମା ୧ ଲକ୍ଷ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ…

ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର…

ଓଏଲ୍‌ ବ୍ୟୁରୋ: ହେଲିକପ୍ଟର ଦୁର୍ଘଟଣାରେ ୩ ବର୍ଷ ପୂର୍ବେ ଦେଶର ପ୍ରଥମ ସିଡିଏସ୍‌ ବିପିିନ ରାଓ୍ବତଙ୍କ ମୃୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ହୋଇଛି ବଡ଼ ଖୁଲାସା। ସଂସଦରେ ଉପସ୍ଥାପିତ ହୋଇଥିବା ଷ୍ଟାଣ୍ଡିଂ କମିଟି ଅନ୍‌ ଡିଫେନ୍ସ ରିପୋର୍ଟରେ ପ୍ରକାଶ ପାଇଛଇ ଚାଞ୍ଚଲ୍ୟକର ତଥ୍ୟ। ଯାନ୍ତ୍ରିକ ତ୍ରୁଟି…

ସଂସଦରେ ରାହୁୁଲଙ୍କ ଠେଲାପେଲା ଘଟଣା,…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନରେ ଉଷୁମ ରାଜନୀତି। ଆମ୍ବେଦକର ପ୍ରସଙ୍ଗରେ ଉଠୁଛି ପଡ଼ୁଛି ସଂସଦ। କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆଜି ସଂସଦ ପରିସରରେ ଘଟିଛି ଅଭାବନୀୟ ଘଟଣା। ଆମ୍ବେଦକର ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା।…

୯୭୧ କୋଟିରେ ନିର୍ମିତ ନୂଆ ସଂସଦ ଭବନ…

ଓଏଲ୍‌ ବ୍ୟୁରୋ: ଜାତୀୟ ରାଜଧାନୀ ଦିଲ୍ଲୀରେ ବୁଧବାର ସନ୍ଧ୍ୟାରେ ଭୀଷଣ ବର୍ଷା ହୋଇଥିଲା। ଯାହାଫଳରେ କିଛି ସ୍ଥାନରେ ପାଣି ଜମିବାର ଦେଖିବାକୁ ମିଳିଥିଲା। ଏଥିସହିତ ନୂଆ ସଂସଦ ଭବନର ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ଜମା ହେଉଛି ବର୍ଷା ପାଣି। କେବଳ ସେତିକି ନୁହେଁ ସଂସଦ ଭବନର ଛାତରୁ ମଧ୍ୟ ପାଣି ଗଳୁଛି। ଯାହାର…

ସଂସଦରେ କୃଷକ ନେତାଙ୍କୁ ଭେଟିବାକୁ…

ଓଏଲ୍‌ ବ୍ୟୁରୋ: ସଂସଦର ବଜେଟ୍‌ ଅଧିବେଶନ ଜାରି ରହିଛି। ଏସବୁ ମଧ୍ୟରେ ଆଜି ଲୋକସଭାର ବିପକ୍ଷ ଦଳର ନେତା ରାହୁଲ ଗାନ୍ଧୀ କିଛି କୃଷକ ନେତାଙ୍କୁ ଭେଟିବା ପାଇଁ ସଂସଦକୁ ନିମନ୍ତ୍ରଣ କରିଥିଲେ। ବୁଧବାର ସଂସଦ ଭବନକୁ ଯିବା ପାଇଁ କିଛି କୃଷକ ନେତା ଆସିଥିଲେ ହେଲେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି…

ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ…

ଓଏଲ୍‌ ବ୍ୟୁରୋ: ସଂସଦର ମିଳିତ ଅଧିବେଶନକୁ ଆଜି ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଷ୍ଟାଦଶ ଲୋକସଭା ଏବଂ ୨୬୪ ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ରଖୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ। ନିଜର ଉଦବୋଧନ ବେଳେ ମହାମହିମ ରାଷ୍ଟ୍ରପତି ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ୍…

ଭୟ ଭୀମ, ଜୟ ମୀମ ଓ ଜୟ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ୧୮ତମ ଲୋକସଭାର ସଦସ୍ୟ ଭାବେ ଆଜି ଶପଥ ନେଇଛନ୍ତି ହାଇଦ୍ରାବଦ ସାଂସଦ ଅସାଦୁଦ୍ଦିନ ଓଓ୍ବେସୀ। ଶପଥ ଗ୍ରହଣ ସମୟରେ ଓଓ୍ବେସୀ ଦେଇଥିବା ନାରା ଏବେ ବିବାଦ ମଧ୍ୟକୁ ଟାଣି ହୋଇ ଆସିଛି। ଶପଥ ଗ୍ରହଣ ସମୟରେ ଜୟ ଭୀମ,…

ସରିଲା ଲୋକସଭା, ଆରମ୍ଭ ହେଲା ରାଜ୍ୟସଭା…

ଓଏଲ୍‌ ବ୍ୟୁରୋ: ସରିଲା ଲୋକସଭା ନିର୍ବାଚନ। ଆରମ୍ଭ ହେଲା ରାଜ୍ୟସଭା ନିର୍ବାଚନ ରାଜନୀତି। ରାଜ୍ୟସଭାର ୧୦ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାରେ ୧୦ଟି ପଦବୀ ଖାଲି ପଡ଼ିଛି। ଏହାକୁ ନଜରରେ ରଖି ରାଜ୍ୟସଭା ସଚିବାଳୟ ଖାଲି ପଡ଼ିଥିବା ଆସନ ପାଇଁ ଜାରି କରିଛି ବିଜ୍ଞପ୍ତି। ୧୦ଟି ଆସନ…

ଜୁନ୍‌ ୨୪ରୁ ଲୋକସଭାର ସ୍ବତନ୍ତ୍ର…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨୪ ତାରିଖରେ ଅନୁଷ୍ଠିତ ହେବ ଲୋକସଭାର ସ୍ବତନ୍ତ୍ର ଅଧିବେଶନ। ଏହା ହେବ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ଅଧିବୋନ। ଆସନ୍ତା ଜୁନ୍‌ ୨୪ରୁ ଜୁଲାଇ ୩ ଯାଏଁ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ବସିବ। ସେହିପରି ଜୁନ୍‌ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ଆଠ…

ସପ୍ତଦଶ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ଭାଙ୍ଗିଲା ସପ୍ତଦଶ ଲୋକସଭା। ଭଙ୍ଗ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆ ସରକାର ଗଠନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଷ୍ଟ୍ରପତି ଭବନକୁ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ଦେଇଥିଲେ। ଏହା ପରେ ରାଷ୍ଟ୍ରପତି ଲୋକସଭା ଭଙ୍ଗ…