Odisha Link
Bridging the Missing Links in Odisha
Browsing Tag

parliament house

ସଂସଦ ସୁରକ୍ଷାରେ ତ୍ରୁଟି; ସାଂସଦଙ୍କ…

ଓଏଲ୍‌ ବ୍ୟୁରୋ: ଚାଲିଛି ସଂସଦର ଶୀତକାଳୀନ ଅଧିବେଶନ। ଆଉ ଏହି ସମୟରେ ସୁରକ୍ଷାବଳୟ ଭାଙ୍ଗି ସଂସଦରେ ପଶିଲେ ୨ ଅଜ୍ଞାତ ବ୍ୟକ୍ତି। ଲୋକସଭା ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଲେ ଦୁଇ ବ୍ୟକ୍ତି। ସଂସଦ ଆକ୍ରମଣର ୨୨ ତମ ବାର୍ଷିକୀରେ ଘଟିଛି ଅଘଟଣ। ଏହି ଘଟଣା ପରେ ଲୋକସଭାକୁ ମୁଲତବୀ ଘୋଷଣା କରାଯାଇଛି। ନିରାପତ୍ତା…

୧୪ରୁ ମୌସୁମୀ ଅଧିବେଶନ: ସାଂସଦଙ୍କ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। କରୋନା ମହାମାରୀ ସମୟରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପାଇଁ ଲୋକସଭା ସଚିବାଳୟ ପକ୍ଷରୁ ଏକାଧିକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଅଧିବେଶନ ସମୟରେ ପୂର୍ବତନ ସାଂସଦ ଓ ବିଧାୟକଙ୍କୁ ସଂସଦରେ…

ଆଜି ଉପସ୍ଥାପିତ ହେବ ୨୦-୨୧ ଆର୍ଥିକ…

ନୂଆଦିଲ୍ଲୀ : ଆଜି ଉପସ୍ଥାପିତ ହେବ ସାଧାରଣ ବଜେଟ୍‍। କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକବର୍ଷ ନିମନ୍ତେ ଉପସ୍ଥାପନ କରିବାକୁ ଯାଉଛନ୍ତି ବଜେଟ୍। ଆଜି ଦିନ ୧୧ଟାରେ ସଂସଦ ଗୃହରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍‍ ଆଗତ କରିବେ। ମୋଦି ସରକାରଙ୍କ ୨ ପାଳିରେ ନିର୍ମଳା ୨ ଥର ପାଇଁ ବଜେଟ ଉପସ୍ଥାପନ…

ଭାରତ ବିଶ୍ୱର ତୃତୀୟ ବୃହତ୍‌…

ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନରେ ଉଭୟ ଗୃହର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଲେ କି, ଭାରତ ବିଶ୍ୱର ତୃତୀୟ ବୃହତ୍‌ ‘ଷ୍ଟାର୍ଟ-ଅପ୍‌ ଇକୋସିଷ୍ଟମ୍‌’। ୨୦୨୦ ହେଉଛି ଭାରତ ସ୍ୱାଧୀନତାର ୭୫ତମ ବର୍ଷ। ଭାରତର ସମୃଦ୍ଧି ନିମନ୍ତେ ଏହି ଦଶନ୍ଧି ହେଉଛି…

ସଂସଦରରେ ବଜେଟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ସଂସଦର ସେଣ୍ଟାଲ୍‌ ହଲରେ ଆରମ୍ଭ ହେଲା ବଜେଟ ଅଧିବେଶନ। ଆଜି ଅଧିବେଶନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ…

ସମ୍ବିଧାନ ଆମ ପାଇଁ ବଡ ଓ ପବିତ୍ର ଗ୍ରନ୍ଥ…

ନୂଆଦିଲ୍ଲୀ: ମଙ୍ଗଳବାର ୭୦ ତମ ସମ୍ବିଧାନ ଦିବସ ଅବସରରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଏକ ମିଳିତ ଅଧିବେଶନ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗଦେଇ ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ…

ଆଜମ ଖାନ୍‌ଙ୍କ ଅଶାଳୀନ ଟିପ୍ପଣୀକୁ ନେଇ…

ନୂଆଦିଲ୍ଲୀ : ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍‌ ଆଜି ସଂସଦରେ ଏକ ଅଶାଳୀନ ଟିପ୍ପଣୀ ରଖି କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି। ଲୋକସଭାରେ ଆଜି ବାଚସ୍ପତି ଓମ୍‌ ବିର୍ଲାଙ୍କ ଅନୁପସ୍ଥିତିରେ ବିଜେପି ସାଂସଦ ରମା ଦେବୀ ଗୃହକାର୍ଯ୍ୟ ପରିଚାଳନା କରିଥି‌ଲେ।…