Odisha Link
Bridging the Missing Links in Odisha
Browsing Tag

PARLIAMENT

ଏବର୍ଷ ସଂସଦରେ ହେବନି ଶୀତ ଅଧିବେଶନ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ସଂସଦରେ ହେବ ନାହିଁ ଶୀତକାଳୀନ ଅଧିବେଶନ। ଶୀତ ଅଧିବେଶନ ନ ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି କି, ମହାମାରୀ କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଶୀତ ଅଧିବେଶନକୁ ବନ୍ଦ ରଖାଯାଇଛି। ସମସ୍ତ ରାଜନୈତିକ ଦଳ ଶୀତ ଅଧିବେଶନକୁ…

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥି ସାମିଲ ହେବେ। ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେବେ। ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନ ୬୪ହଜାର ୫୦…

ଆଜି ଶେଷ ହୋଇପାରେ ମୌସୁମୀ ଅଧିବେଶନ !

ନୂଆଦିଲ୍ଲୀ:  ଅକ୍ଟୋବର  ୧ ଯାଏଁ ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଜି ଶେଷ କରିବାକୁ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ମତ ଲୋଡାଯାଇଥିବା ବେଳେ ଏଥିରେ ଉଭୟ ସହମତ ଥିବା ଜଣାପଡିଛି। ୧୪ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ୧ ଅକ୍ଟୋବର ଯାଏ ଚାଲିବାକୁ…

କରୋନା କାଳରେ ଲୋକସଭାରେ ନୂଆ ରେକର୍ଡ

ନୂଆଦିଲ୍ଲୀ: କରୋନା କାଳରେ ଚାଲିଛି ସଂସଦର ମୌସୁମୀ ଅଧିବେଶନ। ରବିବାର ଦିନ ସଂସଦର ଉଭୟ ଗୃହରେ ନୂଆ କିର୍ତ୍ତୀମାନ ମଧ୍ୟ ଦେଖିବାକୁ ମିଳିଥିଲା। କୃଷି ବିଲକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ହୋଇଥିଲା ତ ଅନ୍ୟପଟେ ଲୋକ ସଭାରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ୬ ଘଣ୍ଟା ଗୃହକାର୍ଯ୍ୟ ଚାଲିଥିଲା। ମହାମାରୀ କରୋନାକୁ…

ସଂସଦରେ ଉଠିଲା କାଷ୍ଟିଙ୍ଗ୍ କାଉଚ୍ ମାମଲା

ମୁମ୍ବାଇ : ସିନେମା ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ସିନେମା ଜଗତରେ ବର୍ତ୍ତମାନ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ବିରୋଧରେ କରିଥିବା ଯୌନ ଶୋଷଣ ମାମଲାକୁ ନେଇ ମାହୋଲ ଗରମ ରହିଛି । ଗୋରଖପୁର ବିଜେପି ସାଂସଦ ରବି କିଷନ ସଂସଦରେ ଏହି ପ୍ରସଙ୍ଗ ଉଠାଇଛନ୍ତି…

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ସକାଳ ୯ଠାରୁ ଆରମ୍ଭ ହେଲା ଲୋକସଭା ଅଧିବେଶନ। ଅପରାହ୍ନ ୩ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ରାଜ୍ୟସଭା ଅଧିବେଶନ। ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ। ଏଥର ଅଧିବେଶନରେ ମୋଟ ୧୮ଟି…

ସଂସଦରେ ପ୍ରଶ୍ନକାଳ ପ୍ରସଙ୍ଗ: ସରକାରଙ୍କୁ…

ନୂଆଦିଲ୍ଲୀ: କରୋନା କାଳରେ ଅନୁଷ୍ଠିତ ହେବ ସଂସଦର ମୌସୁମୀ ଅଧିବେଶନ। ସେପ୍ଟମ୍ବର ୧୪ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ହେଲେ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ଥର ମୌସୁମର ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକାଳରେ କିଛିଟା ପରିବର୍ତ୍ତନା…

ଚଳିତ ମୌସୁମୀ ଅଧିବେଶନରେ ରହିବନି…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କାଲିଠୁ ସାରା ଦେଶରେ ଲାଗୁ ହୋଇଛି ଅନ୍‌ଲକ୍‌-୪ କଟକଣା। କରୋନା କାଳରେ ଅନୁଷ୍ଠିତ ହେବ ସଂସଦର ମୌସୁମୀ ଅଧିବେଶନ। ହେଲେ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ଥର ମୌସୁମର ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାର…

ସଂସଦ ଭବନ ନିକଟରୁ ସନ୍ଦିଗ୍ଧ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗିରଫ। ସଂସଦ ଭବନ ନିକଟସ୍ଥ ବିଜୟ ଚୌକରୁ ବୁଧବାର ସକାଳେ ଦିଲ୍ଲୀ ପୁଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ତା’ ପାଖରୁ ଏକ ଚିଠି ମିଳିଛି ଯାହା କୋଡ ୱାର୍ଡରେ ଲେଖା ଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ସନ୍ଦିଗ୍ଧ…

ସେପ୍ଟମ୍ବର ୨ୟ ସପ୍ତାହରେ ସଂସଦ…

ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ରେ ଖୁବଶୀଘ୍ର ଆରମ୍ଭ ହେବ ସଂସଦ ଅଧିବେଶନ। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଏହି ଅଧିବେଶନ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ବା ୧୦ ତାରିଖରୁ ଆରମ୍ଭ ହୋଇପାରେ। ଏହି ଅଧିବେଶନ ଚାରି ସପ୍ତାହର ହୋଇପାରେ ଗୋଟିଏ ଦିନ ଲୋକସଭା ଅଧିବେଶନ ଚାଲିବ ଏବଂ ଅନ୍ୟ…