ଆଜିଠୁ ଗଡ଼ିବ ୨୦୦ ବିଶେଷ ଟ୍ରେନ୍, ୧ ଲକ୍ଷ…
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ପ୍ରତିହତ କରିବା ପାଇଁ ମାର୍ଚ୍ଚ ୨୪ରୁ ଲାଗୁ ହୋଇଥିଲା ଲକ୍ଡାଉନ୍। ଲକ୍ଡାଉନ୍ର ୬୮ ଦିନ ପରେ ଆଜିଠୁ ଦେଶରେ ଆରମ୍ଭ ହେଉଛି ଅନ୍ଲକ୍ର ପ୍ରଥମ ପର୍ଯ୍ୟାୟ। ଏଥିସହିତ ଆଜିଠାରୁ ସାରା ଦେଶରେ ଚାଲିବ ୨ଶହ ବିଶେଷ ଟ୍ରେନ୍। ପୂର୍ବରୁ କେବଳ ପ୍ରବାସୀଙ୍କ ପାଇଁ ଶ୍ରମିକ…