Odisha Link
Bridging the Missing Links in Odisha
Browsing Tag

Patamundai

ଖାଇବା ପ୍ଲେଟରୁ ବାହାରିଲା ଚିତି ସାପ!

ପଟ୍ଟାମୁଣ୍ଡାଇ: ଖାଇବା ପ୍ଲେଟରୁ ବାହାରିଲା ବିଷଧର ଚିତି ସାପ! ଏଭଳି ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ଦେଉଳି ଗାଁରେ। ଦେଉଳି ଗ୍ରାମର ଏକ ଏସଏଚଜି ଗ୍ରୁପର ମହିଳାମାନେ ନିକଟସ୍ଥ ଠାକୁରାଣୀ ପୀଠରେ ଆଜି ଭୋଜି କରୁଥିଲେ। ଭୋଜି ଖାଇବା ସମୟରେ ଖାଇବା ପ୍ଲେଟରୁ ପ୍ରାୟ ଏକ ଫୁଟରୁ ଊର୍ଦ୍ଧ୍ୱ ଲମ୍ବ…